Thursday, August 6, 2026
ADVERTISEMENT
Home ଆଞ୍ଚଳିକ ପାରିବାରିକ କଳହରୁ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ।

ପାରିବାରିକ କଳହରୁ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ।

3
ADVERTISEMENT

କଟକ,୦୬।୦୮(ଡ଼ି.ଏଚ ବ୍ୟୁରୋ):-କଟକ ଜିଲ୍ଲାର ନେମାଳ ଥାନା ଅନ୍ତର୍ଗତ ସହଦେବପୁର ଗ୍ରାମରେ ପାରିବାରିକ କଳହରୁ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ । ଅଭିଯୁକ୍ତ ସ୍ୱାମୀ ଶୈଳେନ୍ଦ୍ର ମଳିକ ନିଜ ସ୍ତ୍ରୀ ରୋଜାଲିନଙ୍କୁ ଟାଙ୍ଗିଆରେ ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏବଂ ଘଟଣାସ୍ଥଳରୁ ଅଭିଯୁକ୍ତସ୍ୱାମୀ ଫେରାର ଥିବାବେଳେ ନେମାଳ ଥାନା ପୋଲିସର ତଦନ୍ତ ଜାରି l

Advertisement