ବ୍ରହ୍ମପୁର ପୁରୁଷୋତ୍ତମପୁର ଥାନା ଅଧୀନ ଷୁଣ୍ଢିବାଙ୍କ ଗାଁରେ ଯୁବକଙ୍କୁ ଗୁଳିମାଡ ।

13
ADVERTISEMENT

ପୁରୁଷୋତ୍ତମପୁର,୦୩/୩(ଡ଼ି.ଏଚ ବ୍ୟୁରୋ):- ଯୁବକଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତର ଗୁଳିମାଡ଼। ବ୍ରହ୍ମପୁର ପୁରୁଷୋତ୍ତମପୁର ଥାନା ଅଧୀନ ଷୁଣ୍ଢିବାଙ୍କ ଗାଁରେ ଯୁବକଙ୍କୁ ଗୁଳିମାଡ । କିଛି ମୁଖାପିନ୍ଧା ଦୁର୍ବୁତ୍ତ ଯୁବକଙ୍କୁ ଗୁଳିମାଡ କରିଥିବାବେଳେ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି । ଏବଂ ଗୁଳିମାଡର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Advertisement