Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ନକଲି ବିଦେଶୀ ମଦ କାରଖାନା ଠାବ ସହ ବିହାର ଅଞ୍ଚଳର ୩ ଜଣ ବ୍ୟକ୍ତି ଗିରଫ...

ନକଲି ବିଦେଶୀ ମଦ କାରଖାନା ଠାବ ସହ ବିହାର ଅଞ୍ଚଳର ୩ ଜଣ ବ୍ୟକ୍ତି ଗିରଫ l

33
ADVERTISEMENT

କଳାହାଣ୍ଡି ,୦୩/୩(ଡ଼ି.ଏଚ ବ୍ୟୁରୋ):-କଳାହାଣ୍ଡି ଜିଲ୍ଲା ଧର୍ମଗଡ ଜଗନ୍ନାଥ ପଡ଼ାରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏକ ନକଲି ବିଦେଶୀ ମଦ କାରଖାନା ଠାବ ସହ ବିହାର ଅଞ୍ଚଳର ୩ ଜଣ ବ୍ୟକ୍ତି ଗିରଫ l ସେମାନେ ଏକ ଭଡାଘରେ ନକଲି ବିଦେଶୀ ମଦ ତିଆରି କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବା ଅବକାରୀ ବିଭାଗ ତଦନ୍ତରୁ ଜଣା ପଡ଼ିଥିବାବେଳେ ସେମାନଙ୍କ ଘରୁ ପ୍ରାୟ ୩୫ ଲିଟର ବିଦେଶୀ ମଦ,ଓ ବିଭିନ୍ନ କମ୍ପାନୀର ଷ୍ଟିକର ଆଦି ଜବତ ହେଇଛି।

Advertisement