Saturday, August 8, 2026
ADVERTISEMENT
Home ଖେଳ ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ସୁପର ୮ ମ୍ୟାଚ୍ କ୍ବାର୍ଟରଫାଇନାଲ ।

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ସୁପର ୮ ମ୍ୟାଚ୍ କ୍ବାର୍ଟରଫାଇନାଲ ।

38
ADVERTISEMENT

ନୂଆଦିଲ୍ଲୀ,୦୧/୩(ଡ଼ି.ଏଚ ବ୍ୟୁରୋ):- ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଭାରତ ଗ୍ରୁପ୍ ପର୍ଯ୍ୟାୟେର ସମସ୍ତ ମ୍ୟାଚ୍ ଜିତିବା ପରେ ସୁପର ୮ରେ ଦକ୍ଷିଣ ଆଫ୍ରିକାଠାରୁ ୭୬ ରନ୍ରେ ହାରିଥିଲା। ହେଲେ ୱେଷ୍ଟଇଣ୍ଡିଜ୍କୁ ଦକ୍ଷିଣ ଆଫ୍ରିକା ହରାଇବା ପରେ ନେଟ୍ ରନ୍ରେଟ୍ର ସମୀକରଣ ଆଉ ନାହିଁ। ଆଜି ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ସୁପର ୮ ମ୍ୟାଚ୍ କ୍ବାର୍ଟରଫାଇନାଲ ପାଲଟି ଯାଇଛି। ଏହି ମ୍ୟାଚ୍ର ବିଜେତା ସେମିଫାଇନାଲରେ ପହଞ୍ଚିବ ଏବଂ ପରାଜିତ ଦଳ ବିଦାୟ ନେବ।

Advertisement