ୟୁଟ୍ୟୁବର୍ ରାହୁଲ ମହାରଣା ହତ୍ୟା ମାମଲାର ପର୍ଦାଫାଶ ହୋଇଛି ।

10
ADVERTISEMENT

ଭୁବନେଶ୍ବର,୦୧/୩(ଡ଼ି.ଏଚ ବ୍ୟୁରୋ):- ରାଜଧାନୀ ଭୁବନେଶ୍ବରରେ ୟୁଟ୍ୟୁବର୍ ରାହୁଲ ମହାରଣା ହତ୍ୟା ମାମଲାର ପର୍ଦାଫାଶ ହୋଇଛି । ମଞ୍ଚେଶ୍ବର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ସିସିଟିଭି ଆଧାରରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଜବତ କରିଛି। ୩ ଜଣ ଯୁବକ ବାଇକରେ ଆସି ତାଙ୍କୁ ଅତର୍କିତ ଭାବେ ଛୁରି ଭୂସି ପଳାଇଥିଲେ ।

Advertisement