ନୂଆଦିଲ୍ଲୀ,୧୫/୧୧(ଡ଼ି.ଏଚ ବ୍ୟୁରୋ):-ଜମ୍ମୁ ଓ କାଶ୍ମୀରର ଶ୍ରୀନଗର ସ୍ଥିତ ନୌଗାଓଁ ପୁଲିସ ଥାନାରେ ଭୟଙ୍କର ବିସ୍ଫୋରଣ l ଏହି ବିସ୍ଫୋରଣରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ଏହାସହିତ ପୁଲିସ ଥାନା କୋଠାର ଏକ ଅଂଶ ନଷ୍ଟ ହୋଇଯାଇ ଥିବାବେଳେ ଅନେକ ଗାଡି ସମ୍ପୂର୍ଣ୍ଣ ଜଳିଯାଇଛି ।




















