Friday, November 6, 2026
ADVERTISEMENT
Home ଜାତୀୟ ଯାତ୍ରୀବାହୀ ବସ୍ ପିଅକପ ଭ୍ୟାନ ସହ ଧକ୍କା ହୋଇ ଖାଇକୁ ଖସି ପଡ଼ିବା ଫଳରେ ୩୭...

ଯାତ୍ରୀବାହୀ ବସ୍ ପିଅକପ ଭ୍ୟାନ ସହ ଧକ୍କା ହୋଇ ଖାଇକୁ ଖସି ପଡ଼ିବା ଫଳରେ ୩୭ ଜଣଙ୍କର ମୃତ୍ୟୁ ।

75
ADVERTISEMENT

ନୂଆଦିଲ୍ଲୀ ,୧୩/୧୧(ଡ଼ି.ଏଚ ବ୍ୟୁରୋ):-ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଏକ ଯାତ୍ରୀବାହୀ ବସ୍ ପିଅକପ ଭ୍ୟାନ ସହ ଧକ୍କା ହୋଇ ଖାଇକୁ ଖସି ପଡ଼ିବା ଫଳରେ ୩୭ ଜଣଙ୍କର ମୃତ୍ୟୁ । ଏବଂ ୨୪ ଜଣ ଆହତ ହୋଇସ୍ଥାନୀୟ ଅମେଡିକାଲ ରେ ଚିକିତ୍ସିତ ଥିବାବେଳେ ବସ୍ ଟି କାରାଭେଲି ପ୍ରଦେଶର ଚାଲା ସହରରୁ ଆରେକ୍ୱିପା ଅଭିମୁଖେ ଯାଉଥିଲା। ଏଥିରେ ୬୦ ଜଣ ଯାତ୍ରୀ ଥିଲେ।

Advertisement