ରେଳଗାଡ଼ି ଧକ୍କାରେ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କିଛି ଆହତ ହୋଇ ମେଡିକାଲରେ ଭର୍ତି ।

50
ADVERTISEMENT

ନୂଆଦିଲ୍ଲୀ,o୬/୧୧(ଡ଼ି.ଏଚ ବ୍ୟୁରୋ):-ଉତ୍ତର ପ୍ରଦେଶ ମିର୍ଜାପୁରର ଚୁନାର ରେଳ ଷ୍ଟେସନ୍ ରେ ରେଳଗାଡ଼ି ଧକ୍କାରେ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କିଛି ଆହତ ହୋଇ ସ୍ଥାନୀୟ ମେଡିକାଲ ରେ ଭର୍ତି । କିଛି ଯାତ୍ରୀ ସର୍ଟକର୍ଟ ନେବାକୁ ପ୍ଳାଟ୍ ଫର୍ମ ର ବିପରୀତ ପାର୍ଶ୍ଵରେ ଥିବା ଧାରଣାରେ ଓଲ୍ହାଇଥିଲେ । ଏବଂ ସେହି ଧାରଣାରେ ଦ୍ରୁତ ଗତିରେ ଆସୁଥିବା କାଲକା-ହାୱଡ଼ା ଏକ୍ସପ୍ରେସ୍ ସେମାନଙ୍କୁ ଧକ୍କା ଦେଇଥିଲା ।

Advertisement