ଜଳିଗଲା ବସ୍,୨୦ଜଣ ଯାତ୍ରୀଙ୍କ ମୃତ୍ୟୁ l

56
ADVERTISEMENT

ଆନ୍ଧ୍ରପ୍ରଦେଶ,୨୪/୧୦(ଡ଼ି.ଏଚ ବ୍ୟୁରୋ):-ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ବସ୍ ବାଇକ ସହ ଧକ୍କା ହୋଇ ନିଆଁ ଲାଗି ସପୂର୍ଣ୍ଣ ଜଳିଯାଇଛି । ଏହି ଦୁର୍ଘଟଣାରେ ୨୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେକ ଯାତ୍ରୀ ଆହାତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ଏବଂ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ର ଉଦ୍ଧାର କାର୍ଯ୍ୟ ଜାରି ।ଉକ୍ତ ବସଟି ୪୦ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ବେଳେଏଭଳି ଦୁର୍ଘଟଣାର ଶିକାର ହୋଇଥିଲା ।

Advertisement