Thursday, November 5, 2026
ADVERTISEMENT
Home ଜାତୀୟ ଯାତ୍ରୀବାହୀ ବସ୍ ମାଟି ତଳେ ଦବି ଯିବା ଫଳରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି।

ଯାତ୍ରୀବାହୀ ବସ୍ ମାଟି ତଳେ ଦବି ଯିବା ଫଳରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି।

80
ADVERTISEMENT

ନୂଆଦିଲ୍ଲୀ,୦୮/୧୦(ଡ଼ି.ଏଚ ବ୍ୟୁରୋ):-ହିମାଚଳର ବିଳାସପୁରର ବଲ୍ଲୁ ସେତୁ ନିକଟରେ ଭୂସ୍ଖଳନ ଘଟି ଏକ ଯାତ୍ରୀବାହୀ ବସ୍ ମାଟି ତଳେ ଦବି ଯିବା ଫଳରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଥିବାବେଳେ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ବାହିନୀର ଉଦ୍ଧାର କାର୍ଯ୍ୟ ଜାରି l

Advertisement