ଜାତୀୟ ଆମେରିକାରେ ଭାରତୀୟ ଛାତ୍ର ଚନ୍ଦ୍ରଶେଖର ପୋଲଙ୍କୁ ଗୁଳିକରି ହତ୍ୟା । By Dunia Halchal - October 5, 2025 58 Share FacebookTwitterPinterestWhatsApp ADVERTISEMENT ନୂଆଦିଲ୍ଲୀ,୦୫/୧୦(ଡ଼ି.ଏଚ ବ୍ୟୁରୋ):-ଆମେରିକାରେ ଭାରତୀୟ ଛାତ୍ର ଚନ୍ଦ୍ରଶେଖର ପୋଲଙ୍କୁ ଗୁଳିକରି ହତ୍ୟା ।ଚନ୍ଦ୍ରଶେଖର, ହାଇଦ୍ରାବାଦର ଏଲ୍ ବି ନଗର ବାସିନ୍ଦା ଥିବାବେଳେ ସେ ୨୦୨୩ରେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ। ଏବଂ ନର୍ଥ ଟେକ୍ସାସ୍ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିଗ୍ରି ଶେଷ କରିଥିଲେ । Advertisement