ନୂଆଦିଲ୍ଲୀ,୦୧/୧ ୦(ଡ଼ି.ଏଚ ବ୍ୟୁରୋ):-ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ ରେ ଭୂମିକମ୍ପ ର ତୀବ୍ରତା୬.୯ ହୋଇଥିବାବେଳେ ଏଥିରେ ସବୁ କିଛି ଛାରଖାର ହେବl ସହ ଅନେକ ବଡ଼ ବଡ଼ କୋଠା ଭୁଶୁଡି ପଡିଛି । ଏଥିରେ ୨୬ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବ ବେଳେ ଅନେକ ଆହତ ହୋଇଛନ୍ତି। ଏବଂ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।




















