Friday, September 25, 2026
ADVERTISEMENT
Home ଖେଳ ଏସିଆ କପ୍ ୨୦୨୫ ଫାଇନାଲରେ ଭାରତ ପାକିସ୍ତାନକୁ ପରାଜିତ କରି ନବମ ଥର ପାଇଁ ଏସିଆ...

ଏସିଆ କପ୍ ୨୦୨୫ ଫାଇନାଲରେ ଭାରତ ପାକିସ୍ତାନକୁ ପରାଜିତ କରି ନବମ ଥର ପାଇଁ ଏସିଆ କପ୍ ହାସଲ କରିଛି।

86
ADVERTISEMENT

ନୂଆଦିଲ୍ଲୀ,୨୯/୯(ଡ଼ି.ଏଚ ବ୍ୟୁରୋ):-ଏସିଆ କପ୍ ୨୦୨୫ ଫାଇନାଲରେ ଭାରତ ପାକିସ୍ତାନକୁ ପରାଜିତ କରି ନବମ ଥର ପାଇଁ ଏସିଆ କପ୍ ହାସଲ କରିଛି। ଏଥିଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଭାରତୀୟ କ୍ରିକେଟ୍ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି।

Advertisement