ହରିୟାଣାର ଗୁରୁଗ୍ରାମରେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିହେଲା କାର ।

54
ADVERTISEMENT

ଗୁରୁଗ୍ରାମ,୨୭/୮(ଡ଼ି.ଏଚ ବ୍ୟୁରୋ):-ହରିୟାଣାର ଗୁରୁଗ୍ରାମରେ ଭାରସାମ୍ୟ ହରାଇ ଡିଭାଇଡର କୁ ପିଟିହେଲା କାର । ଯେଉଁଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି । ଏବଂ ମୃତକଙ୍କ ମଧ୍ୟରେ ତିନି ଜଣ ଯୁବତୀ ଏବଂ ଦୁଇ ଜଣ ଯୁବକ ଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି iତଦନ୍ତ ଆରମ୍ଭ କରିଛି ।

Advertisement