ଆଜିଠୁ ଦେଶରେ ଲାଗୁ ହେଲା ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍ଟି) ।

57
ADVERTISEMENT

ନୂଆଦିଲ୍ଲୀ,୨୨/୯(ଡ଼ି.ଏଚ ବ୍ୟୁରୋ):-ଆଜିଠୁ ଦେଶରେ ଲାଗୁ ହେଲା ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍ଟି) । ଦେଶ ହିତପାଇଁ ଜିଏସଟିରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି । ନାଗରିକ ଦେବ ଭବଃ ଧାରାରେ ଏହାକୁ ଦେଶବାସୀ ସଞ୍ଚୟ ଉତ୍ସବ ରୂପେ ପାଳନ କରିବେ ।ଏବଂ ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ଓ ଶସ୍ତା ହେବ ।

Advertisement