ଜାତୀୟ ନେପାଳରେ ଫସି ରହିଛନ୍ତି ୨୩ ଜଣ ଓଡିଆ । By Dunia Halchal - September 11, 2025 57 Share FacebookTwitterPinterestWhatsApp ADVERTISEMENT ନେପାଳ,୧୧/୯(ଡ଼ି.ଏଚ ବ୍ୟୁରୋ):-ନେପାଳରେ ହିଂସା ଜାରି ଥିବାବେଳେ ନେପାଳର ପଶୁପତିନାଥ ଦର୍ଶନ କରିବାକୁ ଯାଇ ଫସି ରହିଛନ୍ତି ୨୩ ଜଣ ଓଡିଆ । ସମସ୍ତେ ଯାଜପୁର ମାଲଆନନ୍ଦପୁର ପଞ୍ଚାୟତର ହୋଇଥିବାବେଳେ ସେମାନେ ନେପାଳକୁ ତୀର୍ଥ କରିବାକୁ ଯାଇ ଦୁଇ ଦିନ ହେଲା କାଠମାଣ୍ଡୁର ଏକ ହୋଟେଲରେ ଅଟକି ରହିଛନ୍ତି। Advertisement