ପାକିସ୍ତାନର କ୍ୱେଟାରେ ବେଲୁଚିସ୍ତାନ ନ୍ୟାସନାଲ ପାର୍ଟି (BNP)ର ରାଲି ବେଳେ ବଡ଼ ଧରଣର ବିସ୍ଫୋରଣ ।

58
ADVERTISEMENT

ନୂଆଦିଲ୍ଲୀ,୦୩/୯(ଡ଼ି.ଏଚ ବ୍ୟୁରୋ):ପାକିସ୍ତାନର କ୍ୱେଟାରେ ବେଲୁଚିସ୍ତାନ ନ୍ୟାସନାଲ ପାର୍ଟି (BNP)ର ରାଲି ବେଳେ ବଡ଼ ଧରଣର ବିସ୍ଫୋରଣ । ଯେଉଁଥିରେ ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୫ରୁ ଅଧିକ ଆହତ ହୋଇଥିବା ସୂଚନା । ସ୍ଥାନୀୟ ଶାହୱାନି ଷ୍ଟାଡିୟମ ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମାପ୍ତ ହେବାର କିଛି ସମୟ ପରେ ଏହି ବିସ୍ଫୋରଣ ଘଟିଥିଲା।

Advertisement