ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପର ଝଟକା,୯ଜଣଙ୍କର ମୃତ୍ୟୁ ।

62
ADVERTISEMENT

ନୂଆଦିଲ୍ଲୀ,୦୧/୯(ଡ଼ି.ଏଚ ବ୍ୟୁରୋ):-ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ରେକର୍ଡ ହୋଈଥିଅବେଳେ ଏଥିରେ ୯ଜଣଙ୍କର ମୃତ୍ୟୁ ଘଟିବ ସହ ଅନେକ ଲୋକ ଆହତ ହୋଇଛନ୍ତି । ଏବଂ ଭୂକମ୍ପ ଯୋଗୁଁ ଅନେକ କୋଠା ଭୁଶୁଡି ପଡି ଥିବାବେଳେ ରାସ୍ତା ଏବଂ ଘର ଗୁଡିକରେ ଫାଟ ଦେଖାଦେଇଛି ।

Advertisement