ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟ ପକ୍ଷରୁ ବଡ ଝଟକା ଲାଗିଛି ।

67
ADVERTISEMENT

ନୂଆଦିଲ୍ଲୀ ,୩୦/୮(ଡ଼ି.ଏଚ ବ୍ୟୁରୋ):-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟ ପକ୍ଷରୁ ବଡ ଝଟକା ଲାଗିଛି । ଆମେରିକା ସଂଘୀୟ ଆପିଲ୍ କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ଅତିରିକ୍ତ ଶୁଳ୍କକୁ ଅବୈଧ ଘୋଷଣା କରି ଏହା ବେଆଇନ ବୋଲି ରାୟ ଦେଇଛନ୍ତି । ଏବଂ ବିଚାରପତି କହିଛନ୍ତି ଯେ ଶୁଳ୍କ ଲାଗୁ କରି ରାଷ୍ଟ୍ରପତି ନିଜ କ୍ଷମତାର ଅପବ୍ୟବହାର କରୁଛନ୍ତି ।

Advertisement