ବିହାରର ପାଟନାରେ ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ।

72
ADVERTISEMENT

ନୂଆଦିଲ୍ଲୀ,୩୦/୮(ଡ଼ି.ଏଚ ବ୍ୟୁରୋ):-ବିହାରର ପାଟନାରେ ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ । ରାହୁଲ ଗାନ୍ଧୀଙ୍କ ‘ଭୋଟର ଅଧିକାର ଯାତ୍ରା’ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମାଆଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବାକୁ ବିରୋଧ କରି ବିଜେପି କର୍ମୀମାନେ ପାଟନାସ୍ଥିତ କଂଗ୍ରେସ ଅଫିସରେ ଭଙ୍ଗାରୁଜା କରିଛନ୍ତି।

Advertisement