ଚାରି ମହଲା କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ।

75
ADVERTISEMENT

ନୂଆଦିଲ୍ଲୀ,୨୭/୮(ଡ଼ି.ଏଚ ବ୍ୟୁରୋ):-ମହାରଷ୍ଟ୍ର ବସଇ-ବିରାର୍ ରେ ଥିବା ଚାରି ମହଲା କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ । ଏଥିସହ ପ୍ରାୟ ୮ ରୁ ୯ ଜଣ ଆହତ ହୋଇ ସ୍ଥାନୀୟ ମେଡିକାଲ୍ ରେ ଭର୍ତି l ଘଟଣାସ୍ଥଳରେ ଏନଡିଆରଏଫ ଟିମ ର ଉଦ୍ଧାରକାର୍ଯ୍ୟ ଜାରିଥିବାବେଳେ କୋଠାର ଭଗ୍ନାବଶେଷ ଆହୁରି କିଛି ଫସି ରହିଥିବା ଆଶଙ୍କା କରାଯାଉଛି।

Advertisement