ନୂଆଦିଲ୍ଲୀ,୨୩/୮(ଡ଼ି.ଏଚ ବ୍ୟୁରୋ):-ବିହାର ପାଟନାର ଦରିୟାବାଁ- ହିଲସା ହିଲ୍ସ ଷ୍ଟେଟ୍ ହାଇୱେରେ ଟ୍ୟାଙ୍କର ଏକ ଅଟୋକୁ ଧକ୍କା ଦେବା ଫଳରେ ୮ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଓ ଜଣେ ପୁରୁଷ ଥିବାବେଳେ ଶାହଜହାଁପୁର ଥାନା ପୁଲିସ ର ତଦନ୍ତ ଜାରି ।ସମସ୍ତ ଶ୍ରଦ୍ଧାଳୁ ଅଟୋ ଯୋଗେ ଗଙ୍ଗା ସ୍ନାନ କରି ଫେରୁଥିଲେ l



















