ଟ୍ରାକ୍ଟରକୁ ଧକ୍କା ଦେଲା ଯାତ୍ରୀବାହୀ ବସ,୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ l

63
ADVERTISEMENT

ନୂଆଦିଲ୍ଲୀ,୧୬/୮(ଡ଼ି.ଏଚ ବ୍ୟୁରୋ):-ପଶ୍ଚିମବଙ୍ଗର ବର୍ଡଓ୍ବାନ ଜିଲା ଅନ୍ତର୍ଗତ ୧୯ ନମ୍ବର ଜାତୀୟ ରାଜପଥର ନାଲା ଫେରି ଘାଟ ନିକଟରେ ଛିଡ଼ା ହୋଇଥିବା ଟ୍ରାକ୍ଟରକୁ ଧକ୍କା ଦେଲା ଯାତ୍ରୀବାହୀ ବସ l ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩୫ ଯାତ୍ରୀ ଆହତ ହୋଇ ବର୍ଡଓ୍ବାନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ।

Advertisement