କଣ୍ଟେନରକୁ ଧକ୍କା ଦେଲା ଏକ ପିକଅପ୍ ଭ୍ୟାନ୍,୧୦ ଜଣଙ୍କର ମୃତ୍ୟୁ l

64
ADVERTISEMENT

ନୂଆଦିଲ୍ଲୀ,୧୪/୦୮(ଡ଼ି.ଏଚ ବ୍ୟୁରୋ):-ରାଜସ୍ଥାନର ଦୌସା ମନୋହରପୁର ଜାତୀୟ ରାଜପଥରେ ଛିଡା ହୋଇଥିବା କଣ୍ଟେନରକୁ ଧକ୍କା ଦେଲା ଏକ ପିକଅପ୍ ଭ୍ୟାନ୍ l ଏଥିରେ ୭ ଜଣ ଶିଶୁଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ୨୨ ଜଣ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ରାଜସ୍ଥାନର ପ୍ରସିଦ୍ଧ ଖାଟୁଶ୍ୟାମ ମନ୍ଦିରରୁ ଦର୍ଶନ ସାର ପିକଅପ୍ ଭ୍ୟାନ ଯୋଗେ ଫେରୁଥିଳେ । ପରେ ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Advertisement