ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି କୃଷକ ହିତାଧିକାରୀଙ୍କୁ ପ୍ରଦାନ କରାଯିବ।

57
ADVERTISEMENT

ନୂଆଦିଲ୍ଲୀ,୦୨/୮(ଡ଼ି.ଏଚ ବ୍ୟୁରୋ):-ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି କୃଷକ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ବାରାଣସୀରେ ଏହି ଅର୍ଥକୁ କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଇବେ। ଏବଂ ମୋଟ ୯.୭କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ୨୦,୫୦୦ କୋଟି ଟଙ୍କା ପ୍ରଦାନ କରାଯିବ।

Advertisement