ନୂଆଦିଲ୍ଲୀ,୩୦/୭(ଡ଼ି.ଏଚ ବ୍ୟୁରୋ):-ଲଦାଖର ଗାଲୱାନ୍ ଉପତ୍ୟକାର ଚାରବାଗ୍ଠାରେ ଏକ ସେନା ଗାଡ଼ି ଉପରେ ବଡ଼ ପଥର ଖଣ୍ଡ ଖସିବା ଫଳରେ ଦୁର୍ଘଟଣାରେ ଦୁଇ ଜଣ ସେନା ଅଧିକାରୀ ସହିଦ ହୋଇଛନ୍ତି ଏବଂ ତିନି ଜଣ ସେନା ଗୁରୁତର ଆହତ ହୋଇ ଲେହର ଏକ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି । ସେନା ଗାଡ଼ି ଦୁର୍ବୁକ୍ରୁ ଚୋଙ୍ଗତାସ୍ ଏକ ତାଲିମ ଯାତ୍ରାରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ।



















