ଜାତୀୟ ରୁଷର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । By Dunia Halchal - July 30, 2025 62 Share FacebookTwitterPinterestWhatsApp ADVERTISEMENT ନୂଆଦିଲ୍ଲୀ,୩୦/୭(ଡ଼ି.ଏଚ ବ୍ୟୁରୋ):-ରୁଷର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୭ରେକର୍ଡ ହୋଇଥିବାବେଳେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଏଥିସହ ଜାପାନ ଓ ଆମେରିକାରେ ମଧ୍ୟ ସୁନାମୀ ସତର୍କତା ଜାରି ହୋଇଛି । Advertisement