ନୂଆଦିଲ୍ଲୀ,୩୦/୭(ଡ଼ି.ଏଚ ବ୍ୟୁରୋ):-ଝାଡ଼ଖଣ୍ଡରେ ବଡ଼ ସଡ଼କ ଦୁର୍ଘଟଣା । ସ୍ଥାନୀୟ ଦେଓଘର ନିକଟରେ କାଉଡ଼ିଆଙ୍କୁ ନେଇ ଯାଉଥିବା ଏକ ବସ୍ ଟ୍ରକ୍ ସହ ଧକ୍କା ହେବା ଫଳରେ ୧୮ ଜଣ ଜଣ କାଉଡ଼ିଆଙ୍କ ମୃତ୍ୟୁ l ଏବଂ ୨୦ରୁ ଅଧିକ କାଉଡ଼ିଆ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତି । ସମସ୍ତ କlଉଡିଆ ଜଳାଭିଷେକ କରି ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ l




















