ନୂଆଦିଲ୍ଲୀ,୧୨।୦୭(ଡ଼ି.ଏଚ ବ୍ୟୁରୋ):-ଦିଲ୍ଲୀ ଜନତା ମଜଦୁର କଲୋନୀରେ ଭୁଶୁଡିଲା ଚାରି ମହଲା କୋଠା । କୋଠାରେ ଅନେକ ଲୋକ ଉପସ୍ଥିତ ଥିବାବେଳେ ପ୍ରାୟ ୧୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇଥିବା ଆଶଙ୍କା କାରାଯାଉଛି । ଏବଂ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ରିଲିଫ୍ ଦଳ ଭଗ୍ନାବଶେଷ ହଟାଇବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।





















