ଆଜି ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ।

56
ADVERTISEMENT

ନୂଆଦିଲ୍ଲୀ,୦୯/୭(ଡ଼ି.ଏଚ ବ୍ୟୁରୋ):-ଆଜି ଭାରତ ବନ୍ଦ । ୬ଦଫା ଦାବିନେଇ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିବାବେଳେ ଏଥିରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୨୫କୋଟିରୁ ଅଧିକ ଶ୍ରମିକ, କର୍ମଚାରୀ ଭାଗ ନେଇଛନ୍ତି ।

Advertisement