ବଲିଉଡ ଅଭିନେତ୍ରୀ ତଥା ମଡେଲ ଶେଫାଳୀ ଜରିୱାଲାଙ୍କ ପରଲୋକ ।

64
ADVERTISEMENT

ନୂଆଦିଲ୍ଲୀ ,୨୮/୬(ଡ଼ି.ଏଚ ବ୍ୟୁରୋ):-ବଲିଉଡ ଅଭିନେତ୍ରୀ ତଥା ମଡେଲ ଶେଫାଳୀ ଜରିୱାଲାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ଶେଫାଳି ଜରିୱାଲା ୨୦୦୨ରେ କାଣ୍ଟା ଲାଗା ମ୍ୟୁଜିକ୍ ଭିଡ଼ିଓରେ ଅଭିନୟ କରି ବେଶ ଖ୍ୟାତି ଅର୍ଜନ କରିଥିଲେ । ଏହାସହିତ ବଲିଉହ ଫିଲ୍ମ ମୁଝସେ ଶାଦୀ କରୋଗେ’ରେ ନଜର ଆସିଥିଲେ । ଏବଂ ବିଗ୍ ବସ୍-୧୩ ସିଜିନରେ ଅଂଶଗ୍ରହଣ କରିଥିଲେ ।

Advertisement