ଆସାମର କାଚର ଜିଲାରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଛି ।

70
ADVERTISEMENT

ନୂଆଦିଲ୍ଲୀ,୧୦/୬(ଡ଼ି.ଏଚ ବ୍ୟୁରୋ):-ଆସାମର କାଚର ଜିଲାରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଛି । ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଆସାମ ପୁଲିସ ପ୍ରାୟ ୪୫ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିବା ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଘୋଷଣା କରିଛନ୍ତି। ଏବଂ ଏହି ଘଟଣାରେ ୪ ଜଣ ଡ୍ରଗ୍ସ ମାଫିଆଙ୍କୁ ପୁଲିସ ଗିରଫ କରିଛି ।

Advertisement