ନୂଆଦିଲ୍ଲୀ,,o୮/୬(ଡ଼ି.ଏଚ ବ୍ୟୁରୋ):-ନୂଆଦିଲ୍ଲୀର ଦୟାଲପୁର ଥାନା ଡି’ ବ୍ଲକ ଅଞ୍ଚଳରେ ଜଣେ ୯ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା । ଏକ ଶୁଟକେସ ଭିତରୁ ଶିଶୁକନ୍ୟାର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିବାବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଏବଂ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ।





















