ନୂଆଦିଲ୍ଲୀ,୦୭/୬(ଡ଼ି.ଏଚ ବ୍ୟୁରୋ):-ଭାରତରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସକ୍ରିୟ ସଂକ୍ରମଣ ସଂଖ୍ୟା ୫,୩୬୪ ରେ ପହଞ୍ଚିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୬୪ ଟି ନୂତନ ମାମଲା ଏବଂ ଚାରି ଜଣଙ୍କର ମୃତ୍ୟୁ ଘଟିଛି। କେରଳରେ ଦୁଇଟି ଏବଂ ପଞ୍ଜାବ ଏବଂ କର୍ଣ୍ଣାଟକରେ ଗୋଟିଏ ଲେଖାଏ ମୃତ୍ୟୁ ସଂଖ୍ୟା ଚିହ୍ନଟ ହୋଇଛି।



















