ନୂଆଦିଲ୍ଲୀ,o୬/୫(ଡ଼ି.ଏଚ ବ୍ୟୁରୋ):-ଚେନାବ ନଦୀ ଉପରେ ନିର୍ମିତ ବିଶ୍ବର ସବୁଠୁ ଉଚ୍ଚ ଚେନାବ୍ ରେଳସେତୁର ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚେନାବ ନଦୀ ଶଯ୍ୟାଠାରୁ ୩୫୯ ମିଟର ଉଚ୍ଚରେ ଅବସ୍ଥିତ ଚେନାବ ରେଳ ପୋଲ । ଏହାର ଦୈର୍ଘ୍ୟ ୧.୩୧୫ ମିଟର ହୋଇଥିବାବେଳେ ୪୬୭ ମିଟର ତୋରଣ ସ୍ପାନ୍ ଉପରେ ଅବସ୍ଥିତ ।





















