ଆଜି (ଆଇପିଏଲ)-୨୦୨୫ର ଦୁଇଟି ମ୍ୟାଚ ଖେଳାଯିବ।

74
ADVERTISEMENT

ନୂଆଦିଲ୍ଲୀ,୨୫/୫(ଡ଼ି.ଏଚ ବ୍ୟୁରୋ):-ଆଜି (ଆଇପିଏଲ)-୨୦୨୫ର ଦୁଇଟି ମ୍ୟାଚ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ୬୭ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ- ଚେନ୍ନଇ ସୁପରକିଙ୍ଗସକୁ ଭେଟିବ।ଓ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡ଼ିୟମରେ ୬୮ତମ ମ୍ୟାଚରେ କଲକାତା ନାଇଟ୍ ରାଇଡର୍ସ- ସନରାଇଜର୍ସ ହାଇଦରାବାଦ୍କୁ ଭେଟିବ।

Advertisement