ନୂଆଦିଲ୍ଲୀ,୨୦/୫(ଡ଼ି.ଏଚ ବ୍ୟୁରୋ):-ତେଲେଙ୍ଗାନାର ଭିକାରାବାଦ ଜିଲ୍ଲା ପାରିଗି ଥାନା ଅଞ୍ଚଳରେ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା l ଏଥିରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ଜଣ ଆହତ ହୋଇ ହାଇଦ୍ରାବାଦର ବିଭିନ୍ନ ମେଡିକାଲରେ ମେଡିକାଲରେ ଭର୍ତ୍ତି । ଏବଂ ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।




















