ବାତ୍ୟା ‘ଶକ୍ତି’ ଭୀଷଣ ବାତ୍ୟାର ରୂପ ନେବ ।

67
Top view of Hurricane Alex, Atlantic Hurricane, Sprawls across the Gulf of Mexico. Aerial view of circular white clouds in motion. Storm, Tornado, Typhoon. Elements of this image furnished by NASA.
ADVERTISEMENT

ନୂଆଦିଲ୍ଲୀ,୧୯/୫(ଡ଼ି.ଏଚ ବ୍ୟୁରୋ):-ଆସନ୍ତା ୨୩ରେ କେନ୍ଦ୍ରୀୟ-ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହୋଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏବଂ ବାତ୍ୟା ‘ଶକ୍ତି’ ରେ ପରିଣତ ହୋଇ ୨୭ତାରିଖରେ ଭୀଷଣ ବାତ୍ୟାର ରୂପ ନେବ । ଏବଂ ସମ୍ଭାବ୍ୟ ବାତ୍ୟା ୨୯ତାରିଖରେ ଗୁଜରାଟ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Advertisement