କାର ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା,୮ ଜଣଙ୍କର ମୃତ୍ୟୁ l

90
ADVERTISEMENT

ବିହାର,୦୬।୦୫(ଡ଼ି.ଏଚ ବ୍ୟୁରୋ):- ବିହାରର କାଟିହାର ଜିଲା ଅନ୍ତର୍ଗତ ସାମେଲି ବ୍ଲକ କାର୍ଯ୍ୟାଳୟ ନିକଟରେ କାର ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା l ଏଥିରେ ୮ ଜଣଙ୍କର ମୃତ୍ୟୁ ଗହଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ।ଏବଂପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଥିବା ସୂଚନା ।

Advertisement