ଜାତୀୟ ପାକିସ୍ତାନ ପାଇଁ ଏୟାରସ୍ପେସ୍ ବନ୍ଦ କରିଛି ଭାରତ । By Dunia Halchal - May 1, 2025 87 Share FacebookTwitterPinterestWhatsApp ADVERTISEMENT ନୂଆଦିଲ୍ଲୀ,୦୧/୫(ଡ଼ି.ଏଚ ବ୍ୟୁରୋ):-ପହଲଗାମ୍ ଆତଙ୍କୀ ହମଲାକୁ ନେଇ ଭାରତ ପାକିସ୍ତାନର ସବୁ ଉଡାଣ ଉପରେ କଟକଣା ଲଗାଇଛି । ମେ ୨୩ ଯାଏଁ ପାକିସ୍ତାନ ପାଇଁ ଏୟାରସ୍ପେସ୍ ବନ୍ଦ କରିଛି ଭାରତ । ଏବେ ଭାରତ ଉପର ଦେଇ ଉଡିପାରିବନି କୌଣସି ବି ପାକିସ୍ତାନ ବିମାନ । Advertisement