କୋଲକାତା,୩୦/୪(ଡ଼ି.ଏଚ ବ୍ୟୁରୋ):-କୋଲକାତାର ମେଛୁଆପତି ଅଞ୍ଚଳରେ ଥିବା ଶ୍ରଦ୍ଧାରାଜ ହୋଟେଲରେ ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଅଧିକ ତଦନ୍ତ ଜାରି ରହିଛି।



















