ବାରୁଦ ତିଆରି କାରଖାନାରେ ବିସ୍ଫୋରଣ,ତିନି ଜଣଙ୍କର ମୃତ୍ୟୁ ।

74
ADVERTISEMENT

ଆନ୍ଧ୍ରପ୍ରଦେଶ,୩୦/୪(ଡ଼ି.ଏଚ ବ୍ୟୁରୋ):-ଆନ୍ଧ୍ରପ୍ରଦେଶ ତେଲେଙ୍ଗାନାର ୟାଦାଦ୍ରି-ଭୁବନଗିରି ଜିଲ୍ଲା କଟୋପାଲି ଗାଁରେ ବାରୁଦ ତିଆରି କାରଖାନାରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତି । ଏବଂ ତିନିଜଣ ମୃତକ ହେଲେ ଜି ସନ୍ଦୀପ, ଚୌଧୁରୀ ଚରଣ ଏବଂ କେ ନରେଶ।

Advertisement