Friday, November 6, 2026
ADVERTISEMENT
Home ଜାତୀୟ ଭୂମିକମ୍ପରେ ୧୬୦ଜଣଙ୍କର ମୃତ୍ୟୁହେବl ସହ ୭୦୦ରୁ ଅଧିକ ଆହତ ହୋଇଛନ୍ତି।

ଭୂମିକମ୍ପରେ ୧୬୦ଜଣଙ୍କର ମୃତ୍ୟୁହେବl ସହ ୭୦୦ରୁ ଅଧିକ ଆହତ ହୋଇଛନ୍ତି।

123
ADVERTISEMENT

ନୂଆଦିଲ୍ଲୀ,୨୯/୩(ଡ଼ି.ଏଚ ବ୍ୟୁରୋ):-ମିଆଁମାର ଓ ଥାଇଲାଣ୍ଡରେ ଘଟିଥିବା ବଡ଼ ଧରଣର ଭୂମିକମ୍ପ ରେ ୧୬୦ଜଣଙ୍କର ମୃତ୍ୟୁହେବl ସହ ୭୦୦ରୁ ଅଧିକ ଆହତ ହୋଇଛନ୍ତି। ଏବଂ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୭ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିପାରେ ବୋଲି ଜିଓଲୋଜିକାଲ ସର୍ଭେ ପକ୍ଷରୁ ଆଶଙ୍କା କରାଯାଉଛି। ବିରାଟ ଅଟ୍ଟାଳିକା ଗୁଡିକ ଧରାଶାୟୀ ହୋଇପଡିରହିଥିବାବେଳେ ରାସ୍ତା ଘାଟରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ସେପଟେ ଭାରତ ପକ୍ଷରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ୧୫ ଟନରୁ ଉର୍ଦ୍ଧ୍ବ ରିଲିଫ୍ ସାମଗ୍ରୀ ପଠାଇଛି ।

Advertisement