Friday, November 6, 2026
ADVERTISEMENT
Home ଜାତୀୟ ଉତ୍ତରପ୍ରଦେଶ ମିରଟ ଅଞ୍ଚଳରେ ବାପା ମା ଓ ତାଙ୍କ ତିନି ଝିଅଙ୍କ ମୃତଦେହ ଉଦ୍ଧାର ।

ଉତ୍ତରପ୍ରଦେଶ ମିରଟ ଅଞ୍ଚଳରେ ବାପା ମା ଓ ତାଙ୍କ ତିନି ଝିଅଙ୍କ ମୃତଦେହ ଉଦ୍ଧାର ।

103
ADVERTISEMENT

ନୂଆଦିଲ୍ଲୀ,୧୦/୧(ଡି.ଏଚ୍.ବ୍ୟୁରୋ):-ଉତ୍ତରପ୍ରଦେଶ ମିରଟ ଅଞ୍ଚଳରେ ଏକ ଘରୁ ଗୋଟିଏ ପରିବାରର ବାପା ମା ଓ ତାଙ୍କ ତିନି ଝିଅଙ୍କ ମୃତଦେହ ଉଦ୍ଧାର । ଝିଅମାନଙ୍କ ମୃତଦେହ ବେଡ୍‌ ବକ୍ସ ମଧ୍ୟରୁ ଉଦ୍ଧାର ହୋଇଥିବାବେଳେ ବାପା ମାଙ୍କ ମୃତଦେହ ଘର ଚଟାଣରୁ ଉଦ୍ଧାର ହୋଇଛି। ଏବଂ ସମସ୍ତ ମୃତଦେହର ମୁଣ୍ଡରେ ଜୋରରେ ଆଘାତ ଲାଗିବାର ଚିହ୍ନ ରହି ଥିବାବେଳେ କୌଣସି ବ୍ୟକ୍ତି ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ।

Advertisement