Friday, November 6, 2026
ADVERTISEMENT
Home ଜାତୀୟ କୋଇଲା ଖଣି ଭିତରେ ଫସି ରହିଥିବା ନଅ ଜଣ ଖଣି ଖନନକାରୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ...

କୋଇଲା ଖଣି ଭିତରେ ଫସି ରହିଥିବା ନଅ ଜଣ ଖଣି ଖନନକାରୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର।

119
ADVERTISEMENT

ନୂଆଦିଲ୍ଲୀ,୦୮/୧(ଡି.ଏଚ୍.ବ୍ୟୁରୋ):-ଆସାମର ଡିମା ହସାଓ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଲାରେ ବନ୍ୟା ହେତୁ ରାଟ୍‌ ହୋଲ୍‌ କୋଇଲା ଖଣି ଭିତରେ ଫସି ରହିଥିବା ନଅ ଜଣ ଖଣି ଖନନକାରୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋ ଇଛି। ସେନା ଏବଂ ଏନଡିଆରଏଫ୍ ଟିମ ସମେତ ଏକାଧିକ ଏଜେନ୍ସି ଖଣିରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି।

Advertisement