Friday, November 6, 2026
ADVERTISEMENT
Home ଜାତୀୟ ପାକିସ୍ତାନୀ ସେନା ଉପରେ ଆତ୍ମଘାତୀ ଆକ୍ରମଣ ।

ପାକିସ୍ତାନୀ ସେନା ଉପରେ ଆତ୍ମଘାତୀ ଆକ୍ରମଣ ।

121
ADVERTISEMENT

ନୂଆଦିଲ୍ଲୀ,୦୬/୧(ଡି.ଏଚ୍.ବ୍ୟୁରୋ):-ପାକିସ୍ତାନୀ ସେନା ଉପରେ ଆତ୍ମଘାତୀ ଆକ୍ରମଣ । ବିଏଲଏର ଫିଦାୟୀ ୟୁନିଟ ସଦସ୍ୟ ପାକ୍ ସେନାର କାରକେଡ ସାମ୍ନାକୁ ଆସି ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବାବେଳେ ଏହି ବିସ୍ଫୋରଣରେ ୪୭ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଥିବାବେଳେ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଏବଂ ପାକ୍ ସେନାର ଏହି କାରକେଡ କରାଚିରୁ ଟର୍ବାଟ ଯାଉଥିଲା।

Advertisement