Friday, September 25, 2026
ADVERTISEMENT
Home ଜାତୀୟ ଚୀନରେ ଆଉ ଏକ ନୂଆ ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି।

ଚୀନରେ ଆଉ ଏକ ନୂଆ ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି।

144
ADVERTISEMENT

ନୂଆଦିଲ୍ଲୀ,୦୩/୧(ଡି.ଏଚ୍.ବ୍ୟୁରୋ):-ଚୀନରେ ଆଉ ଏକ ନୂଆ ଭୂତାଣୁ ହ୍ୟୁମ୍ୟାନ ମେଟାନ୍ୟୁମୋ ଭାଇରସ୍ ଦେଖାଦେଇଛି। ଏହି ନୂଆ ଭୂତାଣୁ ଶ୍ବାସକ୍ରିୟାକୁ ସଂକ୍ରମିତ କରିବା ସହ ଦ୍ରୁତବେଗରେ ସଂକ୍ରମିତ ହେଉଛି। ଏବଂ ଭୂତାଣୁ ସଂକ୍ରମଣକୁ ନେଇ ଚୀନra ଡାକ୍ତରଖାନାଗୁଡିକରେ ଭିଡ ପରିଲକ୍ଷିତ ହୋଇଛି। ଏହା ସହିତ ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ସୂଚନା ।

Advertisement