Friday, November 6, 2026
ADVERTISEMENT
Home ଜାତୀୟ ଦକ୍ଷିଣ କୋରିଆର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଦୁର୍ଘଟଣାଗ୍ରସ୍ତ ।

ଦକ୍ଷିଣ କୋରିଆର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଦୁର୍ଘଟଣାଗ୍ରସ୍ତ ।

113
ADVERTISEMENT

ନୂଆଦିଲ୍ଲୀ,୨୯/୧୨(ଡି.ଏଚ୍.ବ୍ୟୁରୋ):-ଦକ୍ଷିଣ କୋରିଆର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଦୁର୍ଘଟଣାଗ୍ରସ୍ତ ।ଏହି ଦୁର୍ଘଟଣାରେ ୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବିମାନରେ ୧୮୧ ଜଣ ଯାତ୍ରୀ ଥିଲେ l ଏବଂ ବିମାନ ଦୁର୍ଘଟଣାଗ୍ରସ୍ତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।

Advertisement