Friday, November 6, 2026
ADVERTISEMENT
Home ଜାତୀୟ ଜାମ୍ମୁ କାଶ୍ମୀର ଉଦ୍ଧମପୁର ନିକଟରେ ପୁଲିସ୍ ବସ୍ ଭିତରୁ ଦୁଇ କର୍ମଚାରୀଙ୍କ ମୃତଦେହ ଉଦ୍ଧାର।

ଜାମ୍ମୁ କାଶ୍ମୀର ଉଦ୍ଧମପୁର ନିକଟରେ ପୁଲିସ୍ ବସ୍ ଭିତରୁ ଦୁଇ କର୍ମଚାରୀଙ୍କ ମୃତଦେହ ଉଦ୍ଧାର।

116
ADVERTISEMENT

ଜାମ୍ମୁ କାଶ୍ମୀର,୦୮/୧୨(ଡି.ଏଚ୍.ବ୍ୟୁରୋ):-ପୁଲିସ୍ ବସ୍ରୁ ଦୁଇ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ଜାମ୍ମୁ କାଶ୍ମୀର ଉଦ୍ଧମପୁର ନିକଟରେ ପୁଲିସ୍ ବସ୍ ଭିତରୁ ଦୁଇ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପରସ୍ପର ଭିତରେ ଝଗଡାରୁ ଗୁଳିକାଣ୍ଡ ଘଟିଥିବାବେଳେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହୋଇଥିବା ସୂଚନା । ପୁଲିସ୍ ବସ୍ ଟି ସପୋରରୁ ତଲଓ୍ବାର ଟ୍ରେନିଂ ସେଣ୍ଟର ଯାଉଥିଲା l

Advertisement