Thursday, November 5, 2026
ADVERTISEMENT
Home ଜାତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକପୂର୍ଣ୍ଣ ବାର୍ତ୍ତା ହ୍ବାଟସଆପ୍ ଜରିଆରେ ମୁମ୍ବଇ ପୁଲିସକୁ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକପୂର୍ଣ୍ଣ ବାର୍ତ୍ତା ହ୍ବାଟସଆପ୍ ଜରିଆରେ ମୁମ୍ବଇ ପୁଲିସକୁ ମିଳିଛି।

163
ADVERTISEMENT

ନୂଆଦିଲ୍ଲୀ,୦୮/୧୨(ଡି.ଏଚ୍.ବ୍ୟୁରୋ):-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକପୂର୍ଣ୍ଣ ବାର୍ତ୍ତା ହ୍ବାଟସଆପ୍ ଜରିଆରେ ମୁମ୍ବଇ ପୁଲିସକୁ ମିଳିଛି। ଏହି ବାର୍ତ୍ତା ରାଜସ୍ଥାନର ଆଜମେର ସହରରୁ ଆସିଥିବାର ପ୍ରମାଣ ମିଳିଥିବାବେଳେ ମୁମ୍ବଇ ପୁଲିସର ଏକ ଦଳକୁ ଆଜମେର ପଠାଯାଇଛି।

Advertisement